ବ୍ରିଟେନର ସର୍ବାଧିକ ଧନୀ ଉଦ୍ୟୋଗପତି ଗୋପିଚନ୍ଦ ହିନ୍ଦୁଜାଙ୍କ ନିଧନ — ୮୫ ବର୍ଷ ବୟସରେ ଜୀବନ ଯାତ୍ରା ଶେଷ

ଲଣ୍ଡନ୍‌: ବ୍ରିଟେନର ସର୍ବାଧିକ ଧନୀ ବ୍ୟବସାୟୀ ଓ ଭାରତୀୟ ମୂଳର ଉଦ୍ୟୋଗପତି ଗୋପିଚନ୍ଦ ପି. ହିନ୍ଦୁଜା (Gopichand P. Hinduja)ଙ୍କ ମୃତ୍ୟୁ ସମ୍ବନ୍ଧୀୟ ଖବର ସମଗ୍ର ବିଶ୍ୱକୁ ଦୁଃଖିତ କରିଛି। ସେ ୮୫ ବର୍ଷ ବୟସରେ ଲଣ୍ଡନ୍‌ର ଏକ ହସ୍ପିଟାଲରେ ଦେହ…

ବିହାର ନିର୍ବାଚନ: ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ରେ ହେବାକୁ ଯାଉଛି । ଏହା ପୂର୍ବରୁ ମହାଗଠବନ୍ଧନ ଏକ ବଡ ଘୋଷଣା କରିଛି ।ପାଟନାରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବଙ୍କ ନାମ ଘୋଷଣା ହୋଇଛି । ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ…

ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଭୟାବହ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ୬୩ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବୁଧବାର ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଉଗାଣ୍ଡା ପୁଲିସ ଏହି ମର୍ମନ୍ତୁଦ…

ଦ୍ବିତୀୟ ଦିନିକିଆରେ ବି ପରାସ୍ତ ଟିମ୍ ଇଣ୍ଡିଆ; ମ୍ୟାଚ୍ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

ମୁମ୍ବାଇ,୨୩/୧୦:​​​​​​​​​​​​​ ଦ୍ବିତୀୟ ଦିନିକିଆରେ ବି ମାତ୍ ଖାଇଲା ଭାରତ । ୧୭ ବର୍ଷ ପରେ ଆଡିଲେଡରେ ପରାଜୟ । ଆଡିଲେଡ ଓ୍ବନଡେ’ରେ ଭାରତୀୟ ଦଳ ପରାସ୍ତ । ମ୍ୟାଚକୁ ୨ ଓ୍ବିକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ ଟିମ୍ । ୨୬୫ ରନ୍…

‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ ମତଦାନ…

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସିପି ରାଧାକୃଷ୍ଣନ

ଭୁବନେଶ୍ୱର : ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି…

ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ବିଭାଗ ଆର୍ ଆଣ୍ଡ ବି ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ସମ୍ପତ୍ତି ତଦନ୍ତରେ ତାଙ୍କ ସହକର୍ମୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଛି। ଭିଜିଲାନ୍ସ ବିଭାଗ ଜେନାଙ୍କ ସମ୍ପତ୍ତି ଉପରେ ଚଢାଉ କରିବା ପରେ ଆଉ…

ଟ୍ରମ୍ପ ଶୁଳ୍କ ଏବଂ ପାକ୍ ତୈଳ ଚୁକ୍ତି: ଆଜି ସଂସଦରେ ଉତ୍ତେଜନାପୂର୍ଣ୍ଣ ଅଧିବେଶନ ହୋଇପାରେ

ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ତିନି ଦିନ ଧରି ଜୋରଦାର ବିତର୍କ ପରେ, ବିରୋଧୀ ଦଳ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 25 ପ୍ରତିଶତ ଶୁଳ୍କ ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାର…

ଟେଷ୍ଟ ମ୍ୟାଚ୍‌ରେ ଆଠ ବର୍ଷର ଦ୍ୱନ୍ଦ୍ୱ ଭାଙ୍ଗିବାକୁ ପ୍ରସ୍ତୁତ ଲିଆମ୍ ଡସନ୍, ଭାରତ ବିପକ୍ଷରେ ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଇଂଲଣ୍ଡ ଏକାଦଶ ଚୟନ କଲା

ଅଧିନାୟକ-ପ୍ରଶିକ୍ଷକ ଯୋଡ଼ି ବେନ୍ ଷ୍ଟୋକ୍ସ ଏବଂ ବ୍ରେଣ୍ଡନ୍ ମ୍ୟାକକୁଲମ୍ ନିଜ ପରମ୍ପରାକୁ ବଜାୟ ରଖି ମାଞ୍ଚେଷ୍ଟରରେ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ସେମାନଙ୍କର ପ୍ଲେଇଂ ଇଲେଭେନ୍ ଘୋଷଣା କରିଛନ୍ତି। ଲର୍ଡସରେ ରୋମାଞ୍ଚକର 22 ରନର ବିଜୟ ହାସଲ କରିଥିବା ଦଳରୁ…

ସାଇନା-କାଶ୍ୟପ ବିଚ୍ଛେଦ

ହାଇଦ୍ରାବାଦ: ଭାରତୀୟ କ୍ରୀଡ଼ା‌ ଜଗତର ଚର୍ଚ୍ଚିତ ଦମ୍ପତି ଅଲିମ୍ପିକ୍ସ ପଦକ ବିଜୟିନୀ ବ୍ୟାଡ୍‌ମିଣ୍ଟନ୍ ତାରକା ସାଇନା ନେହୱାଲ ଏବଂ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ପୁରୁପଲ୍ଲୀ କାଶ୍ୟପଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ଏହି ଦୁଇ ତାରକାଙ୍କ ଅଲଗା ହେବା ଖବର ଭାରତୀୟ…