Tag: ଆଇଏଏସ୍ ସୁଜାତା କାର୍ତ୍ତିକେୟନ

ସ୍ବେଚ୍ଛାକୃତ ଅବସର ନେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ!

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଭିଆରଏସ୍‌ ନେଇଥିବାର ସୂଚନା ମିଳୁଛି। ସୁଜାତା ପୂର୍ବରୁ ସ୍ବେଚ୍ଛାକୃତ ଅବସର ଲାଗି ସେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। ପୂର୍ବରୁ ଆଇଏଏସ୍‌ ସୁଜାତା…